Top Songs By Humane Sagar
Similar Songs
Credits
PERFORMING ARTISTS
Humane Sagar
Performer
COMPOSITION & LYRICS
Prem Anand
Composer
Basantraj Samal
Songwriter
Lyrics
ତୋ ପ୍ରେମରେ ପାଗଳ ମୁଁ
ଆଜି, ଆଜି
ତୋ ପ୍ରେମରେ दीवाना ମୁଁ
ଆଜି, ଆଜି
ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି
ତୁ ହଁ କର୍ କି ନା କର୍, ତୋରି मर्ज़ी
ତୋ ପ୍ରେମରେ ପାଗଳ ମୁଁ
ଆଜି, ଆଜି
ତୋ ପ୍ରେମରେ दीवाना ମୁଁ
ଆଜି, ଆଜି
ଏ ଛାତିରୁ ସବୁ ଲିଭେଇ ଦେଇ ମୁଁ
ଲେଖିଛି ତୋରି ନାଁ
ତତେ ଆଉ କିଏ ଚାହିଁଦେଲେ ଥରେ
ସେ ଛାତିରେ ଲାଗେ ନିଆଁ
ଏ ଛାତିରୁ ସବୁ ଲିଭେଇ ଦେଇ ମୁଁ
ଲେଖିଛି ତୋରି ନାଁ
ତତେ ଆଉ କିଏ ଚାହିଁଦେଲେ ଥରେ
ସେ ଛାତିରେ ଲାଗେ ନିଆଁ
ତୋ ପ୍ରେମରେ ଜଳୁଛି ମୁଁ
ଆଜି, ଆଜି
ତୋ ପ୍ରେମରେ ମରୁଛି ମୁଁ
ଆଜି, ଆଜି
ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି
ତୁ ହଁ କର୍ କି ନା କର୍, ତୋରି मर्ज़ी
ତୋ ପ୍ରେମରେ ପାଗଳ ମୁଁ
ଆଜି, ଆଜି
ତୋ ପ୍ରେମରେ दीवाना ମୁଁ
ଆଜି, ଆଜି
ଏ ଆଖିରୁ ସବୁ ସପନ ଲିଭେଇ
ଦେଖୁଛି ତୋରି ସ୍ଵପ୍ନ
ସେ ସ୍ବପ୍ନ ଯେବେ ଅଧା ରହିଯାଏ
ନିଆଁ ତ ଲଗାଏ ଜହ୍ନ
ଏ ଆଖିରୁ ସବୁ ସପନ ଲିଭେଇ
ଦେଖୁଛି ତୋରି ସ୍ଵପ୍ନ
ସେ ସ୍ବପ୍ନ ଯେବେ ଅଧା ରହିଯାଏ
ନିଆଁ ତ ଲଗାଏ ଜହ୍ନ
ତୋ ପ୍ରେମରେ ଖେଳୁଛି ମୁଁ
ଆଜି, ଆଜି
ତୋ ପ୍ରେମରେ ହାରୁଛି ମୁଁ
ଆଜି, ଆଜି
ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି
ତୁ ହଁ କର୍ କି ନା କର୍, ତୋରି मर्ज़ी
ତୋ ପ୍ରେମରେ ପାଗଳ ମୁଁ
ଆଜି, ଆଜି
ତୋ ପ୍ରେମରେ दीवाना ମୁଁ
ଆଜି, ଆଜି
Written by: Basantraj Samal, Prem Anand