Top Songs By Bijay Anand Sahu
Similar Songs
Credits
PERFORMING ARTISTS
Bijay Anand Sahu
Performer
Pankaj Tandi
Performer
Pratham Kumbhar
Performer
Kiran Dash
Performer
COMPOSITION & LYRICS
Bijay Anand Sahu
Composer
Pratham Kumbhar
Lyrics
PRODUCTION & ENGINEERING
Vibes Music Official
Producer
Lyrics
ଏ, ଲାଲ୍ ଜର-ଜର ଅଳତା ମାଖି
ଯାଉଛ ଗୋରୀ କେନକେ ବୁଲି?
କେତେ ତମେ style ମାରୁଛ?
ଏ ନନୀ ତମେ କେତେ ଧନ style ମାରୁଛ?
ଲାଲ୍ ଜର-ଜର ହୋଠ୍ କେ କରି
ମୁହଁକେ ତମେ ସଜେଇ କରି
କେତେ ଧନ style ମାରୁଛ?
ଏ ନନୀ ତମେ କେତେ ଧନ style ମାରୁଛ?
ଆଖିଥି ତୋର୍ କଜଲ୍ ମାଖି
ତିର୍ଛି ନଜର୍ ତମେ ମାରି
ପିଲାକେ ତମେ ଘାୟଲ କରୁଛ
ଏ ନନୀ ତମେ ଇ ପିଲାକେ ଘାୟଲ କରୁଛ
ହେ, ତୋର୍ ଚାହାନି ଲୁଭ୍-ଲୁଭାନି, ସଭେ କହେସନ୍ ବଢିଆ
ଝୁମେଇଦେଲା ମୋର୍ ମନକେ ସମ୍ବଲପୁରୀ ଗୁରିଆ
ମଲ୍-ମଲିଆ ରସିଆ ପିଲା
ଦିଲ୍ କେ ସତେ ଘାୟଲ୍ କଲା
ନାଇ ଦେଖାନ ପ୍ରେମ୍ ଲୀଲା
ମୁଇଁ ଆଏ ନନୀ ଭୋଲିଭାଲି ରେ
ଦିନ୍ କ ଥରେ
ତତେ ନାଇ ଦେଖିଲେ ମନ୍ ନାଇ ଭରେ
ତୋର୍ beautiness ମତେ ମାରି ଦେଲା ରେ
ମୁଇଁ ଝୁରିମଲି, ଝୁରିମଲି
ତୋର୍ ଚେହେରା ଖାଲି-ଖାଲି ହାଏ
ମନର୍ ମଇନା
ତତେ ଦେଖିଲା ଦିନୁ ଉଡ଼ିଗଲା चैना
ଏତେ ସୁନ୍ଦରୀ କେନ୍ତା ହେଲୁ जान-ए-जानाँ?
ମତେ ପାଗଲ୍ କଲୁ, ରସେଇଦେଲୁ
ଜାନି-ଜାନି କରି ଫସେଇଦେଲୁ, ହାଏ
ଏ ମୋର୍ କଅଁଲି ଖରାର୍ ଦିନ୍ ବିଲିଆ
ଚମକି ଯାଉଛ ଗୁରା-ଗୁରା
ମତେ ତମେ ବଝା କରୁଛ
ହାଏ ଧାଙ୍ଗିରି, ମତେ ତମେ ବଝା କରୁଛ
ହେ, ଜାନି-ଜାନି ତୁମେ ଗୁଟେ ଆୱାର୍ ରସିଆ ପିଲା
ତୁମର୍ ମିଠା-ମିଠା କଥା କେନ୍ତା ଫସେଇ ଦେଲା
ମୁଇଁ ହେଲିନ ତୋର दीवानी, ତୁଇ दीवाना
ହେ, ତତେ ଭଲ୍ ପାଉଛେଁ ମୁଇଁ, କାହାର୍ ନାଏ परवाहना
ତୋର୍ ହେଇଗଲେ ଦେଖୁଥିବ ଏ ज़माना
ଲଗେଇଦେଲୁ କାଏଁ ମହନି?
ତୁଇ ମୋର୍ ପ୍ରେମ୍ दीवाना
ଏ ମୋର୍ ସୁନ୍ଦୁରୀ ବେଲ (ହେ)
ଏ ମୋର୍ ସୁନ୍ଦୁରୀ ବେଲ तड़पेइ କରି
ମତେ ତମେ କହିଦେଲ
ମତେ ତମେ ଭଲ୍ ପାଉଛ
ଏ ସତେ ନନୀ, ମତେ ତମେ ଭଲ୍ ପାଉଛ
ଆଖିଥି ତୋର୍ କଜଲ୍ ମାଖି
ତିର୍ଛି ନଜର୍ ତମେ ମାରି
ପିଲାକେ ତମେ ଘାୟଲ କରୁଛ
ଏ ନନୀ ତମେ ଏଇ ପିଲାକେ ଘାୟଲ କରୁଛ
ଇ ପିଲାକେ ଘାୟଲ କରୁଛ
ଏ ନନୀ ତମେ ଇ ପିଲାକେ ଘାୟଲ କରୁଛ
(ମାରିଦେଲା ରେ, ଏ ମୋର୍ ରାନୀ)
(ଏ ମୋର୍ ରାନୀ)
Written by: Bijay Anand Sahu, Pratham Kumbhar